Template:Appeal/Alan/or: Difference between revisions
m 1 revision: importing ready appeals |
m Pcoombe moved page Template:2011FR/Appeal-Alan/text/or to Template:Appeal/Alan/or: New location for appeals |
||
(3 intermediate revisions by 3 users not shown) | |||
Line 1: | Line 1: | ||
== ଉଇକିପିଡ଼ିଆ ଲେଖକ ଆଲାନ ସୋନଙ୍କ ଠାରୁ == |
|||
ଉଇକିପେଡିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡିକ ସବୁ ମାଗଣା ଅଛି । |
ଉଇକିପେଡିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡିକ ସବୁ ମାଗଣା ଅଛି । |
||
Line 9: | Line 11: | ||
ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ । |
ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ । |
||
କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ |
କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ ।ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି । |
||
ଏହି ତଳ ୫ଟି ୱେବସାଇଟ ସହ ତାହାକୁ ତୁଳନା କରନ୍ତୁ : |
|||
*ଗୁଗୁଲ: ୧,000,000 ସର୍ଭର, ୨୪,000 କର୍ମଚାରୀ |
|||
*ଫେସବୁକ: ୬0,000 ସର୍ଭର, ୨,000 କର୍ମଚାରୀ |
|||
*ମାଇକ୍ରୋସୋଫ୍ଟ: ୨୨0,000 ସର୍ଭର, ୯0,000 କର୍ମଚାରୀ |
|||
*Yahoo: ୫0,000 ସର୍ଭର, ୧୩,୯00 କର୍ମଚାରୀ. |
|||
ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ । |
|||
ଉଇକିମେଡିଆ ଫାଉଣ୍ଡସନ ଗୋଟେ ଏମିତି ଜାଗା ଯେଉଁଠି ଆପଣଙ୍କ ଛୋଟ ଦାନ ବହୁତ ବାଟ ଯାଏ, ବହୁତ । |
|||
ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ? |
ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ? |
Latest revision as of 18:59, 28 February 2019
ଉଇକିପିଡ଼ିଆ ଲେଖକ ଆଲାନ ସୋନଙ୍କ ଠାରୁ
ଉଇକିପେଡିଆରେ ମୁଁ ୨,୪୬୩ଟି ବିଷୟରେ ଲେଖିଛି । ସେଗୁଡିକ ସବୁ ମାଗଣା ଅଛି ।
ମୁଁ ଜଣେ ସିଷ୍ଟମ କଂସଲ୍ତାନ୍ଟ, ବହୁତ ବଡ ବଡ ଅର୍ଥନୈତିକ କମ୍ପାନି ସହ କାମ କରିଆସିଛି ।ଯେତେଦିନ ମୁଁ ଏଠି କାମ କରିଛି ଯଦି ସେହି ସମୟକୁ ଅର୍ଥରେ ବଦଳା ଯାଇଥାନ୍ତା ତେବେ ଲକ୍ଷ ଲକ୍ଷ ଡଲାର ମିଳିଥାନ୍ତା ।
କିନ୍ତୁ ଏଠି ଟଙ୍କାର ମହତ୍ଵ ବେଶୀ ନହିଁ । ଆପଣ ଅନ୍ୟ ଦେଶର ଚଳନ୍ତି ମୁଦ୍ରା ବିଷୟରେ ଚିନ୍ତା କରନ୍ତୁ । ସେ ତଥ୍ୟ ମୋ ଦ୍ଵାରା ଖୁସିରେ ଦିଅ ହେବ ଆଉ ଅନ୍ୟ ହଜାର ହଜାର ସମ୍ପାଦକ ତାକୁ ତିଆରି କରିବା ପାଇଁ ଆଗଭର । ଆମେ ସମସ୍ତେ ଜାଣିଛୁ ଯେ ଦୁନିଆ ଆହୁରି ଉନ୍ନତ ହେବ କାରଣ ସମସ୍ତ ତଥ୍ୟ ମାଗଣା ମିଳୁଛି ।
ହଁ ଏହା ସତ କଥା ଯେ ଏହି ମାଗଣା ଜିନିଷକୁ ଯୋଗାଉଥିବା ଉତ୍ପାଦନ ଗୁଡିକ ମାଗଣା ନୁହେ ସେଥିପାଇଁ ଆମେ ବର୍ଷରେ ଥରେ ଏହି ଦାନ କଥା ଉଠେଇ ଥାଉ । ଉଇକିପେଡିଆରେ କୌଣସି ବିଜ୍ଞପନ ନହିଁ, କୌଣସି ୱେବ ପେଜରେ କିଛି ଫ୍ଲାଶ ବା ସାଇଡରେ ମଧ୍ୟ କିଛି ନାହି, ଆମେ ଆପଣଙ୍କୁ କିଛି ବିକିବା ପାଇଁ ଚେଷ୍ଟା କରୁନୁ । ଉଇକିପେଡିଆରେ ବ୍ୟବସାୟ କଲା ଭଳି କିଛି ନାହି
ଆମେ ଖାଲି ଆପଣଙ୍କଠାରୁ ୨୫0 ଟଙ୍କା, ୫00 ଟଙ୍କା, ୧000 ଟଙ୍କା କିମ୍ବା ନିଜ ପାରିବା ମୁତାବକ କିଛିବି ଦେଇ ଉଇକିପେଡ଼ିଆର ଏହି ତଥ୍ୟ ଗୁଡିକୁ ସବୁବେକେ ଆପଣଙ୍କ ସହ ରଖିବାକୁ ଚାହୁଛୁ ।
କାରିଗରୀ କୌଶଳ ଯାହା ଆମ କାମକୁ ସାହାଜ୍ୟ କରେ ତାହା ୱିକିମେଡିଆ ଫାଉଣ୍ଡସନ ଯାହାକି ଏକ ଅଣଲାଭକରି ସଂସ୍ଥା ଓ ତାହା ଏବେ ମର୍ମନ୍ତୁଦ ଅବସ୍ଥାରେ ।ଗୁଗଲର ପ୍ରାୟତଃ ଲକ୍ଷଧିକ ସର୍ଭର ଥାଇପାରେ । ୟାହୂର ବୋଧେ ୧୩,୦୦୦ କର୍ମଚାରୀ ଥାଇପାରନ୍ତି । ତେବେ ଆମର ୬୭୯ଟି ସର୍ଭର ଓ ୯୫ ଜଣ କର୍ମଚାରୀ ଅଛନ୍ତି ।
ଉଇକିପିଡ଼ିଆ ହେଉଛି ଇନ୍ଟରନେଟ ଦୁନିଆର ପଞ୍ଚମ ଅଗ୍ରଣୀ ୱେବସାଇଟ ଯିଏକି ପ୍ରତି ମାସରେ ୪୫୦୦ଲକ୍ଷ ବିଭିନ୍ନ ଲୋକଙ୍କୁ ସେବା ଦେଇ ଆସୁଛି କୋଟି କୋଟି ପ୍ରୁଷ୍ଠା ଦେଖଣା ମଧାମରେ ।
ଅର୍ଥନୀତି ଏପରି ଗଢା ହେଇଛି ଯେମିତି କି, ଆମେ ଭାବୁଛୁ ଯେ ଲୋକମାନେ ଖାଲି ଅର୍ଥ ଲୋଭରେ କାମ କରନ୍ତି । ଆପଣ ଏମିତି କାହାକୁ ପାଇବେ ଯିଏ ବିନା ପଇସାରେ କାମ କରିବ ?
ଉଇକିପେଇଆରେ, ସାହାଯ୍ୟ କରିବା ଓ ଜ୍ଞାନ ବଢେଇବା ଲାଗି ସମସ୍ତ ଉପଦାନ ତିଆରି ହୋଇ ରହିଛି । ଯାହାକି ଏକ ଅମୂଲ୍ୟ ଧାରାର ସୃଷ୍ଟି କରୁଛି । ସଂସ୍କୃତି ଅଧିକ ମୂଲ୍ୟଧାରୀ ଉପରେ ନିର୍ଭର କରେ ନାହି । ଆପଣ ନିର୍ଭୁଲ, ଉପଯୁକ୍ତ ଭାଷା ଥିବା, ଗୋଟିଏ ଧାରାରେ ବର୍ଣନା କରାଯାଇଥିବା, ଉପଯୁକ୍ତ ଭାବେ ସଜଡା ହୋଇଥିବା ଏବଂ ସଠିକ ଦ୍ରଷ୍ଟବ୍ୟ ଥିବା ତଥ୍ୟ ଯେତେବେଳେ ଇଚ୍ଛା ସେତେବେଳେ ପାଇ ପାରନ୍ତି ।
ଏଗୁଡିକ ମୋ ପାଇଁ ଏକ ମନମୁଗ୍ଧକର ମୂଲଚାଲ ଭଳି ଲାଗିଲା
ଧନ୍ୟବାଦ,
ଆଲାନ ସୋନ
ଉଇକିପେଡିଆ ଲେଖକ